ଲୁହ
ଅନେକ ଦିନପରେ
ଆଜି କାନ୍ଦିଲି
ମନଇଚ୍ଛା ।
ମୋତେ ପଛକରି ବସିଥିବା
ଈଶ୍ୱରଙ୍କୁ ପଚାରିଲି-
ତମକୁ କାନ୍ଦି ଆସେ?
ବୁଲିପଡ଼ିଲେ ଈଶ୍ୱର ମୋ ଆଡ଼କୁ
ଧାରଧାର ଲୁହ ତାଙ୍କ ଆଖିରେ
ମୁଁ ପଚାରିଲି,
କ’ଣ ବାହାନଗା ନା ମଣିପୁର?
ସେ କହିଲେ ନା,
କେବଳ ମଣିଷ ।
Join our subscribers list to get the latest news, updates and special offers directly in your inbox
ଅନେକ ଦିନପରେ
ଆଜି କାନ୍ଦିଲି
ମନଇଚ୍ଛା ।
ମୋତେ ପଛକରି ବସିଥିବା
ଈଶ୍ୱରଙ୍କୁ ପଚାରିଲି-
ତମକୁ କାନ୍ଦି ଆସେ?
ବୁଲିପଡ଼ିଲେ ଈଶ୍ୱର ମୋ ଆଡ଼କୁ
ଧାରଧାର ଲୁହ ତାଙ୍କ ଆଖିରେ
ମୁଁ ପଚାରିଲି,
କ’ଣ ବାହାନଗା ନା ମଣିପୁର?
ସେ କହିଲେ ନା,
କେବଳ ମଣିଷ ।
କେଦାର ମିଶ୍ର Kedar Mishra Sep 6, 2026 0 23
କେଦାର ମିଶ୍ର Kedar Mishra Sep 6, 2026 0 60
Total Vote: 1
ହଁ